Nichhatiya Mana - Babushaan Mohanty.mp3
能正常播放的歌曲才可以下载
[00:00.000] 作词 : Jay Prakash Nayak[00:01.000] 作曲 : Gaurav Anand[00:23.600] ମୋତେ ଦେଖାଦିଅ କି ତୁମେ[00:28.990] ରତ-ରତ ସଞ୍ଜବେଳରେ?[00:34.160] ତୁମେ ଆଉ କେହି ନୁହେଁ ମୋ[00:39.340] ନିଛାଟିଆ ମନର ଛାଇ[00:44.190] ଯେବେ ସୁରୁଜ ସୋଇଯାଏ ମସିଣା ପାରି[00:49.390] ଲୁହ-ବତୁରା ତକିଆକୁ ଛାତିରେ ଧରି[00:54.830] ଏଇ ମନ ଜାଗିରହେ ତାରାଟେ ହେଇ[00:59.900] ନିଜ ସାଥେ ହିଁ ତାର ଭାରି ଲଢ଼େଇ[01:08.470] ମୋତେ ଦେଖାଦିଅ କି ତୁମେ[01:13.900] ରତ-ରତ ସଞ୍ଜବେଳରେ?[01:18.970] ତୁମେ ଆଉ କେହି ନୁହେଁ ମୋ[01:24.490] ନିଛାଟିଆ ମନର ଛାଇ[01:55.940] ବୁଲା-ଫକୀର ହେଇ ମୁଁ ଚାଲେ, ପାହାଡ଼ ଛାଇରେ[02:06.400] ମୋ ଝୁଲା ମୁଣିକୁ ଭରିଦେଲ, ତୁମେ ଅନିଚ୍ଛାରେ[02:17.110] ଏ ବିଜୁଳି ଆଲୁଅରେ ନିଜ ମୁହଁ ଖୋଜି ଦେଖ[02:27.790] ଅଣଦେଖା କରିଚ ଯାହାକୁ, ସେ ବୋଧେ ତୁମର[02:37.420] ତୁହାକୁ ତୁହା ବର୍ଷା-ଲୁହ ହୋଇ ବୋହେ ରେ[02:42.720] ଅସର ପଡେନି, ହେଲେ କାଇଁ କହେ ରେ?[02:51.300] ମୋତେ ଦେଖାଦିଅ କି ତୁମେ[02:56.530] ରତ-ରତ ସଞ୍ଜବେଳରେ?[03:01.950] ତୁମେ ଆଉ କେହି ନୁହେଁ ମୋ[03:07.200] ନିଛାଟିଆ ମନର ଛାଇ[03:44.020] ଚାରିକାନ୍ଧ ପାଲିଙ୍କିରେ ଜୀବନ, ପରଦା କୋହରେ[03:54.420] ନିଜ ଏକାକିପଣରେ ବୋହୁ ଦୂରେ ଫେରିଯାଏ[04:05.150] ନାନା ବାୟା-ଗୀତ ବୋଲି ତାକୁ ମୁଁ କି ଜଗାଏ[04:15.820] ଆପଣ ଗାଲକୁ ତା ପାପୁଲିରେ କାଇଁ ଛୁଆଁଏ?[04:25.660] ଅଣ୍ଟିରେ ତୁ ମୋ ଖୁଞ୍ଚିଦେଇ ସ୍ମୃତି ଅନେକ[04:30.900] ସେ କେଉଁ ରାଇଜ ଗଲା? ଶୁଭେନି ଡାକ[04:39.590] ମୋତେ ଦେଖାଦିଅ କି ତୁମେ[04:44.850] ରତ-ରତ ସଞ୍ଜବେଳରେ?[04:49.980] ତୁମେ ଆଉ କେହି ନୁହେଁ ମୋ[04:55.390] ନିଛାଟିଆ ମନର ଛାଇ[04:59.750]
展开