Dhemsa - Anurag Das/Gaurav Anand.mp3

Dhemsa - Anurag Das/Gaurav Anand.mp3
Dhemsa - Anurag Das/Gaurav Anand
[00:00.000] 作词 : Jay Prak...
[00:00.000] 作词 : Jay Prakash Nayak
[00:01.000] 作曲 : Gaurav Anand
[00:02.240] ଧୁମ୍-ପା-ଚିକ୍-ଧୁମ୍, ପା-ଚିକ୍-ଧୁମ୍
[00:04.390] ଧୁମ୍-ପା-ଚିକ୍-ଧୁମ୍, ପା-ଚିକ୍-ଧୁମ୍
[00:06.750] ଧୁମ୍-ପା-ଚିକ୍-ଧୁମ୍, ପା-ଚିକ୍-ଧୁମ୍
[00:08.850] ଧୁମ୍-ପା-ଚିକ୍-ଧୁମ୍, ପା-ଚିକ୍-ଧୁମ୍
[00:11.090] ଧୁମ୍-ପା-ଚିକ୍-ଧୁମ୍, ପା-ଚିକ୍-ଧୁମ୍
[00:13.400] ଧୁମ୍-ପା-ଚିକ୍-ଧୁମ୍, ପା-ଚିକ୍-ଧୁମ୍
[00:15.850] ଏ, ଏ-ଏ-ଏ, ଓ-ଓ-ଓ-ଓ-ଓ
[00:24.550] ଏ ସୁନେଲି-ଖରା ଆଉ ଟିକି ଫୁଲକୁ
[00:28.810] ଡେଣା ତଳେ ନେଇଯା ବାୟା ଘରଚଟିଆ, ହୋ
[00:37.940] ଏ ସୁନେଲି-ଖରା ଆଉ ଟିକି ଫୁଲକୁ
[00:42.470] ଡେଣା ତଳେ ନେଇଯା ବାୟା ଘରଚଟିଆ
[00:47.050] ଉଡିଯା', ବନ-ଭୂଇଁ ଡେଗିଯା'
[00:51.850] ଏ ଆମ୍ବ-ବଉଳ, ବିଲ, ପାହାଡ଼ ନାଚେ ଢ଼େମସା ନାଚେ ରେ
[00:56.510] ମୁଇଁ ଦେଶିଆ ବାଜିଲେ ତୁରୀ ନନା ଢ଼େମସା ନାଚେ ରେ
[01:20.960] ଅଜଣା ଚେହେରା ଆପଣାର ଭାବି
[01:25.710] ତୋ କାନ୍ଧରେ ଶୋଇରହେ ମଥା ରଖେ
[01:34.890] ପାଣିକୁଆ ଭଳି ଡୁବିଯାଏ ଗାଡ଼ି
[01:39.160] ବାଟସାରା ଏତେ କାଇଁ ଖେଳେ ରାମଦୋଳି?
[01:43.680] ବଗୁଲା ପିଲାର ତୁ ଦୁଇ କାନକୁ ଧରି
[01:47.880] ଟାଣିନେଲା ଭଳି ରେ ନିଜ ମନକୁ ଟାଣି
[01:52.420] ଫେରିଯା', ତୋ ସହର ଫେରିଯା'
[01:57.230] ତୁ କେଉଟ ହାତେ ଜାଲ ନଦେଖି ମଲା-ମାଛ ପରି ହଉ ରେ
[02:02.080] କଣ୍ଟେଇ କୋଳି ଖାଇବା ପାଇଁ tissue-paper ମାଗୁ ରେ
[02:17.460] ଫେରିଯିବାକୁ ମନ ବୋଳା, ଏ ଘର-ଚଟିଆ
[02:26.540] ନାହିଁ ତୋ'ଲାଗି ନିଡ଼ ଏଠି, ତୋ ବାଟ କାଦୁଆ
[02:35.870] ଧଦରା ହଲି ଡଙ୍ଗାକୁ ଭସେଇ
[02:40.110] ତୋ ଇଚ୍ଛା ମାନେ କି ହେବେ ରେ ପାରି
[02:44.970] ରୁମାଲ-ଚୋରି ଖେଳୁ ନିଜ ସାଥେ
[02:49.490] ତୋ ଭାବନାକୁ ନିଜେ ପଛ କରି
[02:53.770] ମନ କିଆ ବୁଦାରେ ଜୁଳୁଜୁଳିଆ ହେଇ
[02:58.250] କଉ ଭରା ଶ୍ରାବଣେ ଦବୁ ନିଆଁ ଲଗେଇ
[03:02.840] ଫେରିଯା', ତୋ ସହର ଫେରିଯା'
[03:07.540] ଏ ଆମ୍ବ-ବଉଳ, ବିଲ, ପାହାଡ଼ ନାଚେ ଢ଼େମସା ନାଚେ ରେ
[03:12.310] ମୁଇଁ ଦେଶିଆ ବାଜିଲେ ତୁରୀ ନନା ଢ଼େମସା ନାଚେ ରେ
[03:16.690] ଏ ଆମ୍ବ-ବଉଳ, ବିଲ, ପାହାଡ଼ ନାଚେ ଢ଼େମସା ନାଚେ ରେ
[03:21.450] ମୁଇଁ ଦେଶିଆ ବାଜିଲେ ତୁରୀ ନନା ଢ଼େମସା ନାଚେ ରେ, ଓ-ହୋ
[03:27.890]
展开